ବାଇଗଣ ବେସର or Eggplant Besara - A Tradional Odia food

Eggplant-Besara

ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ଦେଇ ଆମେ ଅନେକ କିଛି ପ୍ରସ୍ତୁତ କରିପାରିବା । ପୂର୍ବରୁ ଆପଣମାନେ ମାଛ-ବେସର, ଆଳୁ-ବେସର ଆଦି ଦେଖିଛନ୍ତି, ଆଜି ପ୍ରସ୍ତୁତ କରିଛୁ ବାଇଗଣ-ବେସର । ପ୍ରସ୍ତୁତି ପ୍ରଣାଳୀ ଆପଣ ସହଜରେ ୟୁ-ଟ୍ୟୁବ୍‌ରେ ପାଇପାରିବେ ଆଉ ଘରେ ପ୍ରସ୍ତୁତ କରିପାରିବେ ।

Besara, a traditional Odia food. Previously I've shared about Fish-Besara, Aloo-Besara, etc. And today, I had prepared this eggplant-besara. You could get the recipe from YouTube easily. So, if you haven't tried it yet, then try at home and one thing, don't put much water like me, though the taste was good.



No comments:

Post a Comment

@foodieodia